ଗଞ୍ଜାମରେ ବନ୍ୟା ପ୍ରପୀଡ଼ିତଙ୍କ ସମସ୍ୟା ନେଇ ଆରଡିସିଙ୍କୁ ଭେଟିଲା AIKMS। ରିଲିଫ ବଣ୍ଟନ, ଫସଲ କ୍ଷତିପୂରଣ ଏବଂ ଆଦିବାସୀଙ୍କ ସମସ୍ୟା ନେଇ ଉପସ୍ଥାପନ କଲେ ଦାବି। ଆରଡିସିଙ୍କଠାରୁ ଆଶ୍ୱାସନା।