ସୋର: ସବିରା ପଞ୍ଚାୟତରେ ନୂତନ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ
Sora, Balasore | Nov 17, 2026
ସୋର ବ୍ଲକ ସବିରା ପଞ୍ଚାୟତର କୁରୁଣିଆ ଶାସନ ଠାରୁ ଭାଟପଡ଼ା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ବିଧାୟକ ମାଧବ ଧଡା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। MMSY 2025-26 ଯୋଜନାରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଗମନାଗମନ ସୁବିଧାଜନକ ହେବ।