Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

#ଆଉ_ଏକ_ନୂଆ_ଭିଡିଓ ବିଡିଓଙ୍କ ଅଫିସ ଭିତରେ ଜଣେ ମହିଳା ପ୍ରତିନିଧିଙ୍କୁ ନେଇ ଉତ୍ତେଜନା। କିଛି ବ୍ୟକ୍ତିଙ୍କ ଆକ୍ରମଣାତ୍ମକ ବ୍ୟବହାର ଓ ତର୍କବିତର୍କର ଭିଡିଓ ସାମ୍ନାକୁ ଆସିଛି। ପ୍ରକୃତ ଘଟଣା କଣ? କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା? ଦେଖନ୍ତୁ ଏହି ରିପୋର୍ଟରେ। #Saprapanch #ChameliOjha #Mahalalapada #Viralvideo #Videoviral #OdishaNews #Odisha #news7odia #BJPGovernment

Korai, Jajpur | Jun 17, 2026

MORE NEWS

କିଛି ମାନିଲେନି!  ଚପଲ ଠେଙ୍ଗା ରେ ସେକି ଦେଇଗଲେ  ବିଦ୍ୟୁତ୍ ଚୋରି ଧରିବାକୁ ଯାଇ ଏନଫୋର୍ସମେଣ୍ଟ ଟିମ୍‌କୁ ମାଡ଼  ଭଦ୍ରକ, ଚଣ୍ଡୀପୁର l
ବାରମ୍ବାର ବିଦ୍ୟୁତ୍ ଚୋରି କରି ଲାଇନ୍ ଜାଳୁଥିଲେ, ଦୁଇ ଥର ଧରା ପଡ଼ବା ପରେି ଫାଇନ ମଧ୍ୟ ଦେଇଥିଲେ। ଗତ ଜୁନ ୧୯ ତାରିଖରେ ତୃତୀୟ ଥର ଚୋରୀ କରି ହୁକ ପକାଇ ବିଦ୍ୟୁତ ଜଳାଉଥିବା ବେଳେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହ ନିସ୍ତୁକ ମାଡ ମଧ୍ୟ ମାରିଲେ । ଭଦ୍ରକ ବନ୍ତ ଥାନା ଅଧୀନ ଚଣ୍ଡୀପୁରରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡର ଭିଡିଓ ଭାଇରାଲ ହେଉଛି ।
#Bhadrak #OdishaCrime #ElectricityTheft #PowerRaid #ViralVideo #EnforcementTeam #OdishaNews #PoliceInvestigation #OdishaTV 
#PowerTheft #BhadrakNews #ViralVideo #CrimeNews #EnergyDepartment
#LatestNews #NewsUpdate #OdiaNews
 #NewsAlert #news7odia

କିଛି ମାନିଲେନି! ଚପଲ ଠେଙ୍ଗା ରେ ସେକି ଦେଇଗଲେ ବିଦ୍ୟୁତ୍ ଚୋରି ଧରିବାକୁ ଯାଇ ଏନଫୋର୍ସମେଣ୍ଟ ଟିମ୍‌କୁ ମାଡ଼ ଭଦ୍ରକ, ଚଣ୍ଡୀପୁର l ବାରମ୍ବାର ବିଦ୍ୟୁତ୍ ଚୋରି କରି ଲାଇନ୍ ଜାଳୁଥିଲେ, ଦୁଇ ଥର ଧରା ପଡ଼ବା ପରେି ଫାଇନ ମଧ୍ୟ ଦେଇଥିଲେ। ଗତ ଜୁନ ୧୯ ତାରିଖରେ ତୃତୀୟ ଥର ଚୋରୀ କରି ହୁକ ପକାଇ ବିଦ୍ୟୁତ ଜଳାଉଥିବା ବେଳେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହ ନିସ୍ତୁକ ମାଡ ମଧ୍ୟ ମାରିଲେ । ଭଦ୍ରକ ବନ୍ତ ଥାନା ଅଧୀନ ଚଣ୍ଡୀପୁରରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡର ଭିଡିଓ ଭାଇରାଲ ହେଉଛି । #Bhadrak #OdishaCrime #ElectricityTheft #PowerRaid #ViralVideo #EnforcementTeam #OdishaNews #PoliceInvestigation #OdishaTV #PowerTheft #BhadrakNews #ViralVideo #CrimeNews #EnergyDepartment #LatestNews #NewsUpdate #OdiaNews #NewsAlert #news7odia

Korai, Jajpur | Jun 22, 2026

ଯାଜପୁର ଜିଲ୍ଲା କୋରେଇ ପୂର୍ବକୋଟ ଅଞ୍ଚଳରେ ଚାଞ୍ଚଲ୍ୟ। ବାଇକ୍‌ରେ ଆସି ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ୨ ଯୁବକ। ଘଟଣାର ସମ୍ପୂର୍ଣ୍ଣ ଭିଜୁଆଲ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଗୁଳି ବାଇକ୍‌ରେ ବାଜିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଜଣ ବ୍ୟକ୍ତି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କୋରେଇ ଥାନା ପୋଲିସ।
#Odisha #Jajpur #Korei #CrimeNews #BreakingNews #CCTVFootage #OdishaPolice #JajpurNews #KoreiPolice #GunFiring #LatestNews #ViralNews #OdiaNews #JajpurSP #CrimeAlert #news7odia

ଯାଜପୁର ଜିଲ୍ଲା କୋରେଇ ପୂର୍ବକୋଟ ଅଞ୍ଚଳରେ ଚାଞ୍ଚଲ୍ୟ। ବାଇକ୍‌ରେ ଆସି ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ୨ ଯୁବକ। ଘଟଣାର ସମ୍ପୂର୍ଣ୍ଣ ଭିଜୁଆଲ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଗୁଳି ବାଇକ୍‌ରେ ବାଜିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଜଣ ବ୍ୟକ୍ତି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କୋରେଇ ଥାନା ପୋଲିସ। #Odisha #Jajpur #Korei #CrimeNews #BreakingNews #CCTVFootage #OdishaPolice #JajpurNews #KoreiPolice #GunFiring #LatestNews #ViralNews #OdiaNews #JajpurSP #CrimeAlert #news7odia

Korai, Jajpur | Jun 22, 2026

#ବର୍ଷା_ଆଶାରେ_କୋରେଇରେ_ଅଣ୍ଡିରା_ବିବାହ! 
ପୁରୁଷ ସହ ପୁରୁଷଙ୍କ ବାହାଘର, ବର୍ଷା ପାଇଁ ନିଆରା ପରମ୍ପରା ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କୋରେଇ ବ୍ଲକ୍ ବନ୍ଦାଳୋ ପଞ୍ଚାୟତ ଗହ୍ମାରିଆ ଗାଁରେ  l
#କୋରେଇ #ଗହ୍ମାରିଆ #ବନ୍ଦାଳୋ_ପଞ୍ଚାୟତ #ଅଣ୍ଡିରା_ବିବାହ
#RainRitual #OdishaNews #Jajpur #Korei
#VillageTradition #Monsoon #BreakingNews
#News7Odia #OdiaNews #ViralNews #PrabhatMallik #RainHope #UniqueTradition
#Gramadevati #OdishaVillageNews

#ବର୍ଷା_ଆଶାରେ_କୋରେଇରେ_ଅଣ୍ଡିରା_ବିବାହ! ପୁରୁଷ ସହ ପୁରୁଷଙ୍କ ବାହାଘର, ବର୍ଷା ପାଇଁ ନିଆରା ପରମ୍ପରା ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କୋରେଇ ବ୍ଲକ୍ ବନ୍ଦାଳୋ ପଞ୍ଚାୟତ ଗହ୍ମାରିଆ ଗାଁରେ l #କୋରେଇ #ଗହ୍ମାରିଆ #ବନ୍ଦାଳୋ_ପଞ୍ଚାୟତ #ଅଣ୍ଡିରା_ବିବାହ #RainRitual #OdishaNews #Jajpur #Korei #VillageTradition #Monsoon #BreakingNews #News7Odia #OdiaNews #ViralNews #PrabhatMallik #RainHope #UniqueTradition #Gramadevati #OdishaVillageNews

Korai, Jajpur | Jun 20, 2026

#ବିଦ୍ୟୁତ୍_ବିହୀନ_ସ୍କୁଲରେ_ପିଲାଙ୍କ_ଭବିଷ୍ୟତ_ଅନ୍ଧକାର
ଏମିତି ଏକ ଘଟଣା ଦେଖିବା କୁ ମିଳିଛି କୋରେଇ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ତୁଳତି ପଞ୍ଚାୟତର କୋଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ୍ ସଂଯୋଗ ନଥିବା ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ବିଦ୍ୟୁତ୍ ଅଭାବରୁ ଛାତ୍ରଛାତ୍ରୀମାନେ ଅସହ୍ୟ ଗରମ ମଧ୍ୟରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଫ୍ୟାନ୍‌, ଆଲୋକ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନଥିବାରୁ ଶିକ୍ଷାଦାନ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହେଉଛି।
#ଶିକ୍ଷା_ବ୍ୟବସ୍ଥା #ଛାତ୍ରଛାତ୍ରୀଙ୍କ_ସମସ୍ୟା #ବିଦ୍ୟୁତ୍_ସଂଯୋଗ
#ସରକାରୀ_ସ୍କୁଲ #ଓଡ଼ିଶା_ଖବର #ଯାଜପୁର_ଖବର
#Korei #Jajpur #OdishaNews #news7odisha  #GovernmentSchool #Education #Electricity
#Students #SchoolInfrastructure #BreakingNews #LocalNews #CMOOdisha

#ବିଦ୍ୟୁତ୍_ବିହୀନ_ସ୍କୁଲରେ_ପିଲାଙ୍କ_ଭବିଷ୍ୟତ_ଅନ୍ଧକାର ଏମିତି ଏକ ଘଟଣା ଦେଖିବା କୁ ମିଳିଛି କୋରେଇ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ତୁଳତି ପଞ୍ଚାୟତର କୋଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ୍ ସଂଯୋଗ ନଥିବା ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ବିଦ୍ୟୁତ୍ ଅଭାବରୁ ଛାତ୍ରଛାତ୍ରୀମାନେ ଅସହ୍ୟ ଗରମ ମଧ୍ୟରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଫ୍ୟାନ୍‌, ଆଲୋକ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନଥିବାରୁ ଶିକ୍ଷାଦାନ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହେଉଛି। #ଶିକ୍ଷା_ବ୍ୟବସ୍ଥା #ଛାତ୍ରଛାତ୍ରୀଙ୍କ_ସମସ୍ୟା #ବିଦ୍ୟୁତ୍_ସଂଯୋଗ #ସରକାରୀ_ସ୍କୁଲ #ଓଡ଼ିଶା_ଖବର #ଯାଜପୁର_ଖବର #Korei #Jajpur #OdishaNews #news7odisha #GovernmentSchool #Education #Electricity #Students #SchoolInfrastructure #BreakingNews #LocalNews #CMOOdisha

Korai, Jajpur | Jun 20, 2026

#ଏଭଳି_ନୃଶଂସ_କେମିତି_ହୋଇପାରିବ_ମଣିଷ 
ଘଟଣା ଟି ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳ ରୁ ଆସିଅଛି।  ଯେଉଁଠାରେ ଜଣେ ମହିଳା ଙ୍କୁ   ମାଡ଼ ମାରି ରକ୍ତାକ୍ତ କରିବା ସହ ଉଲଗ୍ନ କରିଦେଲେ। ସିଏ କହିବା ଅନୁଯାୟୀ ମୁଁ ପିଲା ଚୋର ନୁହେଁ। କିଛି ଲୋକ ଭୁଲ ବୁଝି ମୋତେ ଘେରି ଧରିଥିଲେ, ଗାଳିଗୁଲଜ କରିବା ସହ ଖରାପ ଭାବରେ ମାଡ଼ ମାରୁଥିଲେ। ମୁଁ ନିର୍ଦ୍ଦୋଷ। ମୋତେ ଛାଡ଼ିଦିଅ କିନ୍ତୁ ସେମାନେ ମୋତେ ଛାଡ଼ିଲେନୀ 
#Rayagada #Odisha #Justice #news7odisha  #StopMobViolence #ShareTheTruth #RayagadaNews #CMOOdisha

#ଏଭଳି_ନୃଶଂସ_କେମିତି_ହୋଇପାରିବ_ମଣିଷ ଘଟଣା ଟି ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳ ରୁ ଆସିଅଛି। ଯେଉଁଠାରେ ଜଣେ ମହିଳା ଙ୍କୁ ମାଡ଼ ମାରି ରକ୍ତାକ୍ତ କରିବା ସହ ଉଲଗ୍ନ କରିଦେଲେ। ସିଏ କହିବା ଅନୁଯାୟୀ ମୁଁ ପିଲା ଚୋର ନୁହେଁ। କିଛି ଲୋକ ଭୁଲ ବୁଝି ମୋତେ ଘେରି ଧରିଥିଲେ, ଗାଳିଗୁଲଜ କରିବା ସହ ଖରାପ ଭାବରେ ମାଡ଼ ମାରୁଥିଲେ। ମୁଁ ନିର୍ଦ୍ଦୋଷ। ମୋତେ ଛାଡ଼ିଦିଅ କିନ୍ତୁ ସେମାନେ ମୋତେ ଛାଡ଼ିଲେନୀ #Rayagada #Odisha #Justice #news7odisha #StopMobViolence #ShareTheTruth #RayagadaNews #CMOOdisha

Korai, Jajpur | Jun 20, 2026