ସାନାଖେମୁଣ୍ଡି: ସାନଖେମୁଣ୍ଡିରେ ସେବା ସଙ୍କଳ୍ପ ଅଭିଯାନ ଓ ଭୀମ ଭଇ ସାମର୍ଥ୍ୟ ଶିବିର
Sanakhemundi, Ganjam | Oct 14, 2026
ସାନଖେମୁଣ୍ଡି ବ୍ଲକରେ ଆୟୋଜିତ ହୋଇଛି ସେବା ସଙ୍କଳ୍ପ ଅଭିଯାନ ଓ ଭୀମ ଭଇ ସାମର୍ଥ୍ୟ ଶିବିର। ଏଥିରେ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ଉନ୍ନତି, ସ୍ୱଚ୍ଛତା ଓ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଇଛି।