ନୂଆଗାଁ ବ୍ଲକ ପରିସରରେ ସମ୍ପୂର୍ଣ୍ଣ ଅଭିଯାନ ୨.୦ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ନୂଆଗାଁ ବିଡ଼ିଓ ଜ୍ୟୋତି ବିକାଶ ଦାଶ, ନୂଆଗାଁ ଜିଲ୍ଲା ପରିଷଦ ସଭ୍ୟା କ ଜ୍ୟୋତି ଦଳରସା ଟେଟେ,ନୂଆଗାଁ ଜିଲ୍ଲା ପରିଷଦ ସଭ୍ୟା ଖ ସଞ୍ଜିତା କିଷ୍ପଟା, ନୂଆଗାଁ ବିଇଓ ସାଲଗିମୁନି ଟୁଡୁ,ସରପଞ୍ଚ ବିର୍ସା ଭେଙ୍ଗରା,ମାମିକ ମାଇକେଲ ମିଞ୍ଜ,ନାନକି କୁଜୁର ପ୍ରମୁଖ ଉପସ୍ଥିତ ଥିଲେ।