ଗ୍ରୀଷ୍ମ ପ୍ରବାହ ପାଇଁ ଘୋଳ ଦହି ବଣ୍ଟନ
ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ କୁଳିଦା ଗ୍ରାମରେ ଏକ ମହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସମାଜସେବୀ ନିତ୍ୟାନନ୍ଦ ଜେନାଙ୍କ ସୌଜନ୍ୟରୁ ପଥଚାରୀ ଓ ଗ୍ରାମବାସୀଙ୍କୁ ଶୋଷରୁ ରକ୍ଷା କରିବା ପାଇଁ ଘୋଳ ଦହି ବଣ୍ଟନ
Basta, Balasore | Jun 15, 2026