Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket

ଜୟପୁର: ଜୟପୁର ସଦରଥାନା ଅନ୍ତର୍ଗତ ରାଣୀପୁଟ ଗ୍ରାମର ଏକ କୂଅରେ ପଡି ଯୁବତୀର ମୃତ୍ୟୁ

Jeypore, Koraput | Nov 2, 2025
ଜୟପୁର ସଦରଥାନା ଅନ୍ତର୍ଗତ ରାଣୀପୁଟ ଗ୍ରାମର ଏକ କୂଅରେ ପଡି ଯୁବତୀର ମୃତ୍ୟୁ ହୋଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଥିବା ନେଇ ଆଜି ସଂନ୍ଧ୍ୟା 6 ଟାରେ ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଦାନ ସୂଚନା ଦେଇଛନ୍ତି । ମୃତ ଯୁବତୀ ଜଣକ ହେଲେ ବିରମା ମୁଦୁଲି(୩୩)। ଆଜି ସକାଳୁ ରାଣୀପୁଟ ଗ୍ରାମର କୂଅ ନିକଟରେ ସୌଚ କରୁଥିବା ସମୟରେ ହଠାତ ତାଙ୍କ ଗୋଡ ଖସିଯାଇଥିଲା। ଫଳରେ ସେ କୂଅ ଭିତରେ ପଡିଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ମାନେ ତୁରନ୍ତ ଦମକଳ ବିଭାଗକୁ ଫୋନ କରି ଡାକିବା ସମୟରେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା।

MORE NEWS

ଅଗଷ୍ଟ 15 ସ୍ୱାଧୀନତା ଦିବସ ପାଳନ ପାଇଁ କଟକ ବାରବାଟୀ ଷ୍ଟାଡିୟମ୍ ରେ ପ୍ୟାରେଡ୍ ଅଭ୍ୟାସ!! #dinaratitv #TheCommonTimes #CuttackBarabati

ଅଗଷ୍ଟ 15 ସ୍ୱାଧୀନତା ଦିବସ ପାଳନ ପାଇଁ କଟକ ବାରବାଟୀ ଷ୍ଟାଡିୟମ୍ ରେ ପ୍ୟାରେଡ୍ ଅଭ୍ୟାସ!! #dinaratitv #TheCommonTimes #CuttackBarabati

Jeypore, Koraput | Aug 12, 2026

ରାଜ୍ୟର ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ବିଶେଷ ପରିକଳ୍ପନା 'ଗରିମା'। ଏହା କେବଳ ଏକ ଯୋଜନା ନୁହେଁ, ଏହା ଆମର ପରିମଳ କର୍ମଚାରୀଙ୍କ ସୁରକ୍ଷା ଏବଂ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା। ତେଣୁ ଆପଣଙ୍କ ସେପ୍ଟିକ ଟାଙ୍କି ସଫା ପାଇଁ ସିଧାସଳଖ କୌଣସି ସଫେଇ କର୍ମଚାରୀଙ୍କୁ ଯୋଗାଯୋଗ ନକରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ହେଲ୍ପଲାଇନ ନଂ ୧୪୪୨୦ କୁ କଲ୍ କରନ୍ତୁ। ସୁରକ୍ଷାର ସମସ୍ତ ମାପଦଣ୍ଡ ସହ ଆମର ସଫେଇ କର୍ମଚାରୀମାନେ ଆପଣଙ୍କୁ ସେବା ଯୋଗାଇଦେବେ।

#SafeCleaning #GarimaScheme #SanitationSafety #ULBCampaign #DignityForAll #NoManualScavenging #ULBInitiative #CommunityAwareness
#Information_&Public Relations Department, #Government of Odisha CMO Odisha Housing & #Urban Development Department, Govt. of Odisha #Ministry of Housing and Urban Affairs Swachh #Bharat Mission - Urban

ରାଜ୍ୟର ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ବିଶେଷ ପରିକଳ୍ପନା 'ଗରିମା'। ଏହା କେବଳ ଏକ ଯୋଜନା ନୁହେଁ, ଏହା ଆମର ପରିମଳ କର୍ମଚାରୀଙ୍କ ସୁରକ୍ଷା ଏବଂ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା। ତେଣୁ ଆପଣଙ୍କ ସେପ୍ଟିକ ଟାଙ୍କି ସଫା ପାଇଁ ସିଧାସଳଖ କୌଣସି ସଫେଇ କର୍ମଚାରୀଙ୍କୁ ଯୋଗାଯୋଗ ନକରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ହେଲ୍ପଲାଇନ ନଂ ୧୪୪୨୦ କୁ କଲ୍ କରନ୍ତୁ। ସୁରକ୍ଷାର ସମସ୍ତ ମାପଦଣ୍ଡ ସହ ଆମର ସଫେଇ କର୍ମଚାରୀମାନେ ଆପଣଙ୍କୁ ସେବା ଯୋଗାଇଦେବେ। #SafeCleaning #GarimaScheme #SanitationSafety #ULBCampaign #DignityForAll #NoManualScavenging #ULBInitiative #CommunityAwareness #Information_&Public Relations Department, #Government of Odisha CMO Odisha Housing & #Urban Development Department, Govt. of Odisha #Ministry of Housing and Urban Affairs Swachh #Bharat Mission - Urban

Jeypore, Koraput | Aug 12, 2026

ମଧୁବନ କ୍ରୀଡାଙ୍ଗନରେ ଛାତ୍ରଛାତ୍ରୀଙ୍କ ପ୍ୟାରେଡ ଅଭ୍ୟାସ.
 #odianews #OdishaPolitics #OdiaEntertainment
#dinaratitv #currentaffairs #odianews
#dinaratitv #currentaffairs #odianews #latestnews #news #odishaupdates

ମଧୁବନ କ୍ରୀଡାଙ୍ଗନରେ ଛାତ୍ରଛାତ୍ରୀଙ୍କ ପ୍ୟାରେଡ ଅଭ୍ୟାସ. #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates

Jeypore, Koraput | Aug 12, 2026

ଜୟପୁର: ଜୟପୁର ସଦରଥାନା ଅନ୍ତର୍ଗତ ରାଣୀପୁଟ ଗ୍ରାମର ଏକ କୂଅରେ ପଡି ଯୁବତୀର ମୃତ୍ୟୁ - Jeypore News