ଜୟପୁର ଠାରେ ସାୱନ ମେଳା-୨୦୨୬ ଉଦଯାପନି
ସାୱନର ରଙ୍ଗ, ଉତ୍ସାହ ଓ ମନୋରଞ୍ଜନର ମାହୋଲ ନେଇ ଜୟପୁରରେ ଆରମ୍ଭ ହୋଇଛି ଦୁଇଦିନିଆ ‘ସାୱନ ମେଳା-୨୦୨୬’। ଜୟପୁର ବେଲ୍ ରୋଡ୍ସ୍ଥିତ ଶୁଭମ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ମେଳାରେ ଏକାଠି ହୋଇଛି ଶପିଂ, ସୁସ୍ୱାଦୁ ଖାଦ୍ୟ, ଗେମ୍ସ, ଲାଇଭ୍ ଷ୍ଟଲ୍ ଓ ମନୋରଞ୍ଜନର ଅନେକ ଆକର୍ଷଣ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇଥିଲେ