Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ପରଜଙ୍ଗ: ପଳାଶପିଠିଆ ଗ୍ରାମରେ ଶନିଶ୍ଚର ମହାଗ୍ରହଙ୍କ ମନ୍ଦିରରେ ତୃତୀୟୃ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

Parajang, Dhenkanal | Nov 21, 2025
ପଳାଶପିଠିଆ ଗ୍ରାମରେ ଶନିଶ୍ଚର ମହାଗ୍ରହଙ୍କ ମନ୍ଦିରରେ ତୃତୀୟୃ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ । ଭୁବନ ବ୍ଲକ ଅନ୍ତର୍ଗତ ପଳାଶପିଠିଆ ଗ୍ରାମରେ ଶନିଶ୍ଚର ମହାଗ୍ରହଙ୍କ ମନ୍ଦିରରେ ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅପରାହ୍ନ ୧ଟାରେ ଶ୍ରଦ୍ଧା ଓ ଭକ୍ତିର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ମହିଳା ମାନେ କଳସ ଶୋଭାଯାତ୍ରା କରିଥିବା ବେଳେ ହୋମଯଜ୍ଞ କରାଯାଇଥିଲା। ତେବେ ଅଞ୍ଚଳର ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମିଥିବା ବେଳେ ହରିହାଟରରେ ହଜାରେରୁ ଉର୍ଦ୍ଧ ଲୋକ ପ୍ରସାଦ ସେବନ କରିଥିଲେ।ଏହିଅବସରରେ କର୍ତାଭାବେ ଅକ୍ଷୟ ରାଉତ ଏବଂ ଝରଣା ରାଉତ ପୂଜା ତୁଲାଇଥିଲେ।

MORE NEWS