କେନ୍ଦୁଝର ସଦର: କେନ୍ଦୁଝର ବକ୍ସିବାରିଗାଁରେ ଗାଁ ସାଥୀ ମେଟ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
କେନ୍ଦୁଝର ଜିଲ୍ଲା ବକ୍ସିବାରିଗାଁଠାରେ VB-GRAMG ଯୋଜନା ଅଧୀନରେ ଗାଁ ସାଥୀ ମେଟ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାକୃତିକ ସମ୍ବଳ ପରିଚାଳନା, ବର୍ଷାଜଳ ସଂରକ୍ଷଣ, NMMS ଉପସ୍ଥାନ ଓ e-KYC ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି।