ଗୋମାତାଙ୍କୁ ଦୁଷ୍କର୍ମ !
ଆଇନକୁ ଖୋଲାଖୋଲି ଚାଲେଞ୍ଜ !
ଭୋପାଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ରୋହନ ସୂର୍ଯ୍ୟବଂଶୀ ଏବଂ ତାଙ୍କ ସାଥୀମାନେ ଜଣେ ବ୍ୟକ୍ତିଙ୍କୁ ଗାଈ ସହିତ ଦୁଷ୍କର୍ମ ଅଭିଯୋଗ ଆଣି ରାସ୍ତା ଉପରେ ଏବଂ ସୁରକ୍ଷା ପାଇଁ ଥିବା ପୋଲିସ ଗାଡ଼ି ଭିତରେ ନିର୍ମମ ଭାବେ ମାରପିଟ ଓ ଧମକାଉଥିବାର ଦେଖିବାକୁ ମିଳିଛନ୍ତି ।
ଏହି ସମୟରେ ସମ୍ବିଧାନକୁ ଟାଣି ଅତ୍ୟନ୍ତ ଆପତ୍ତିଜନକ ଭାବେ କୁହାଯାଇଛି— “ଆମେମାନେ ଯଦି ସମ୍ବିଧାନକୁ ମାନୁନଥାନ୍ତୁ, ତେବେ ଆଜି ଏହାର ହତ୍ୟା କରିସାରିଥାନ୍ତୁ।”
ଯଦି ସେହି ବ୍ୟକ୍ତିଜଣକ କୌଣସି ଭୁଲ୍ କରିଛନ୍ତି, ତେବେ ତାଙ୍କୁ ଦଣ୍ଡ ଦେବା ପାଇଁ ଦେଶରେ ଅଦାଲତ ଏବଂ ଶାସନ-ପ୍ରଶାସନ ରହିଛି।
କିନ୍ତୁ କାହାକୁ ମଧ୍ୟ ଆଇନ ନିଜ ହାତକୁ ନେଇ ମାର୍ପିଟ୍ କରିବା କିମ୍ବା ଏଭଳି ଗୁଣ୍ଡାଗର୍ଭି କରିବାର ଅଧିକାର ନାହିଁ। ଭିଡ଼ ତନ୍ତ୍ର (Mob Violence) ବିରୁଦ୍ଧରେ ଆପଣଙ୍କ ମତ କ’ଣ ? କମେଣ୍ଟ କରି ଜଣାନ୍ତୁ ଏବଂ ଭିଡିଓକୁ ଅଧିକରୁ ଅଧିକ ସେୟାର କରନ୍ତୁ।
#MPNews
##BhopalNews #MadhyaPradeshNews
#LawAndOrder #MobViolence #ViralVideo #TrendingNews #OdishaNews #BreakingNewsOdia #JusticeSystem #RuleOfLaw #PublicOutrage #SocialMediaViral #IndiaNews #currentaffairs
#kalinganews
@followers