ଗାଇସିଲେଟ ତହସିଲ ରୋଡ ନିକଟରେ ଶୁଭାରମ୍ଭ ହେଲା ଓକିଲ ଆକାଶ ନନ୍ଦଙ୍କ କାର୍ଯ୍ୟାଳୟ , ଯୋଗଦେଲେ ବିଡ଼ିଓ । ବରଗଡ଼ ଜିଲ୍ଲା ଗାଇସିଲେଟ ତହସିଲ ଅଫିସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ଅପରାହ୍ନ ୩ଟା ପାଖାପାଖି ରେ ଓକିଲ ଆକାଶ ନନ୍ଦଙ୍କ ଏକ ନୃତନ କାର୍ଯ୍ୟାଳୟର ଶୁଭାରମ୍ଭ ହୋଇଯାଇଛି । ସ୍ୱର୍ଗତ ରାଜନୀତିଜ୍ଞ ତଥା ସମାଜସେବୀ ଉତ୍ତମ ନନ୍ଦ ଙ୍କ ସୁପୁତ୍ର ପାଣ୍ଡବ ନନ୍ଧଙ୍କ ପୁତ୍ର ଆକାଶ ନନ୍ଧ କଟକ ଠାରେ ନିଜର ଓକିଲାତି ପାଠ ସାରି ଆଜି ଗାଇସିଲେଟ ତହସିଲ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ହିତରେ ଏକ କାର୍ଯ୍ୟାଳୟ ଖୋଳିଛନ୍ତି ଯାହାକି ଲୋକଙ୍କ ବିଭିନ୍ନ ପ୍ରକାର କାର୍ଯ୍ୟରେ ଆସିବ ବୋଲି କହି