ଭୁବନେଶ୍ୱର: ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍: ସ୍କୁଟିକୁ ଧକ୍କା ଦେଇ ଫେରାର ହେଉଥିବା ବେଳେ ଧରାପଡ଼ିଲା କାର୍ ଚାଳକ
Bhubaneswar, Khordha | Sep 30, 2026
ଭୁବନେଶ୍ୱର ବାଟାଲିୟନ ଗେଟ୍ ନିକଟରେ ହିଟ୍ ଆଣ୍ଡ ରନ୍। ସ୍କୁଟି ଚାଳକଙ୍କୁ ଧକ୍କା ଦେଇ ଫେରାର ହେଉଥିବା ବେଳେ ଜାଭିୟର ଛକରେ ସ୍ଥାନୀୟ ଯୁବକଙ୍କ ଦ୍ୱାରା ଧରାପଡ଼ିଲା ଅଭିଯୁକ୍ତ। ମୈତ୍ରୀ ବିହାର ଥାନା ପୋଲିସ କାର୍କୁ ଜବତ କରି ଅଧିକ ତଦନ୍ତ କରୁଛି।