ନୀଳଗିରି ତେନ୍ତୁଳିଆରେ ୧୩ ବର୍ଷୀୟ ବାଳକ ହତ୍ୟା ଘଟଣାର ତଦନ୍ତ ପାଇଁ ପହଞ୍ଚିଲା କଂଗ୍ରେସର ଟିମ୍। ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଓ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି।