Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Cricket
Uttarakhand
सम्मान
Crimenews

କୋରାପୁଟ ସହର: କୋରାପୁଟ ଚାରା ବିତରଣ କେନ୍ଦ୍ରରେ ଭ୍ରାମ୍ୟମାଣ ଚାରା ବିତରଣ ଯାନ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

Koraput Town, Koraput | Sep 6, 2025
ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଏକ ପେଡ ମାଁ କେ ନାମ ଅଭିଯାନରେ କୋରାପୁଟ ଜିଲ୍ଲାରେ ୬ଲକ୍ଷ ସାମୁହିକ ଚାରା ରୋପଣ କରାଯିବ। ଏଥି ନିମନ୍ତେ ଶନିବାର ଦିନ ୨ଟା ସମୟରେ କୋରାପୁଟ ଚାରା ଉତ୍ପାଦନ କେନ୍ଦ୍ର ଠାରେ ଚାରା ବିତରଣ ଯାନ ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତୈକ ପଞ୍ଚାୟତକୁ ଆଜି ଠାରୁ ଆସନ୍ତା ୧୦ ତାରିଖ ମଧ୍ୟରେ ୫ଶହ ଲେଖାଏଁ ଚାରା ପଠାଯିବ । କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ବଣ୍ଟନ ଉତ୍ସବର ଶୁଭାରମ୍ଭ କରିଛନ୍ତି। ପ୍ରତିକ୍ରିୟା ରଖିଛନ୍ତି ଡିଏଫ‌ଓ କେ ଭି ଭାସ୍କର ରାଓ।

MORE NEWS

ବୋରିଗୁମ୍ମା : ଆଗ ଆମ ଟଙ୍କା ଦିଅ ତାପରେ ଆମ ଜମି ନେବ । ନୂତନ ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣରେ ଜମି ମାଲିକଙ୍କ ଠାରୁ କମ ଟଙ୍କାରେ ଜମି ସରକାର ନେଉଥିବା ଅଭିଯୋଗ । ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୋରିଗୁମ୍ମା ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ । Part 3

Koraput Town, Koraput | Aug 11, 2026

କୋଟପାଡ଼ - ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ନୂତନ ବିଲଡିଙ୍ଗ ର ଶୁଭାରମ୍ଭ କଲେ ବିଧାୟକ ରୁପୁ ଭତରା,। ଏହି କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସହ ଏନ.ଏ.ସି ଅଧ୍ୟକ୍ଷ ଏମ ଶଙ୍କର ରାଓ,ସାଂସଦ ପ୍ରତିନିଧି ରାମେଶ୍ୱର ଜେନା,ବ୍ଲକ ଉପାଦକ୍ଷ ପ୍ରମୁଖ ଯୋଗ ଦେଇଥିଲେ।

ବୋରିଗୁମ୍ମା : ଆଗ ଆମ ଟଙ୍କା ଦିଅ ତାପରେ ଆମ ଜମି ନେବ । ନୂତନ ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣରେ ଜମି ମାଲିକଙ୍କ ଠାରୁ କମ ଟଙ୍କାରେ ଜମି ସରକାର ନେଉଥିବା ଅଭିଯୋଗ । ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୋରିଗୁମ୍ମା ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ । Part 7

କୋରାପୁଟ ସହର: କୋରାପୁଟ ଚାରା ବିତରଣ କେନ୍ଦ୍ରରେ ଭ୍ରାମ୍ୟମାଣ ଚାରା ବିତରଣ ଯାନ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ - Koraput Town News