Public App Logo
Jansamasya
News
Bjp
National
Police
Bihar
India
जनसमस्या
चुनाव
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Ahmedabad
Rahulgandhi
Ipl

ମାଲକାନଗିରି: ନୂଆଗୁଡା ପଞ୍ଚାୟତ ଗସ୍ତ କରି ବିଭିନ୍ନ କାର୍ଯ୍ୟ ର ସମୀକ୍ଷା ସହ ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

Malkangiri, Malkangiri | Sep 14, 2025
ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ଜିଲ୍ଲାର ସ୍ୱାଭିମାନ ଅଂଚଳରେ ଥିବା ନୂଆଗୁଡା ପଞ୍ଚାୟତ ଗସ୍ତ କରି ବିଭିନ୍ନ ସମୀକ୍ଷା କରିଛନ୍ତି। ବବିଶେଷ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ କରିବା ସହ ଲୋକଙ୍କ ସମସ୍ୟା କୁ ନେଇ ଆଲୋଚନା କରିଥିଲେ। ସମସ୍ୟା ର ସମାଧାନ ଦିଗରେ ସେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।

MORE NEWS

ମାଲକାନଗିରି: ନୂଆଗୁଡା ପଞ୍ଚାୟତ ଗସ୍ତ କରି ବିଭିନ୍ନ କାର୍ଯ୍ୟ ର ସମୀକ୍ଷା ସହ ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା - Malkangiri News