କିଭଳି ନକ୍ସଲମୁକ୍ତ ହେଲା କଳାହାଣ୍ଡି? ଗୁମର ଖୋଲିଲେ ଏସ୍ପି
Bhabanipatana, Kalahandi | Nov 27, 2026
ଭବାନୀପାଟଣାରେ ଆୟୋଜିତ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଏସ୍ପି ନାଗରାଜ ଦେବରକୋଣ୍ଡା ଜିଲ୍ଲାକୁ ନକ୍ସଲମୁକ୍ତ କରିବାର ସଫଳ ରଣନୀତି ଏବଂ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି।