Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Iyc
Bollywood
दिल्ली
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଓରିଏଣ୍ଟ: ଝାରସୁଗୁଡା ର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର କୁକୁରଜଂଘା ଠାରେ ମହାପ୍ରଭୁ ଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ

Orient, Jharsuguda | Jul 5, 2025
ଝାରସୁଗୁଡା ର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର କୁକୁରଜଂଘା ଠାରେ ମହାପ୍ରଭୁ ଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ l ଯୋଗଦେଲେ ଝାରସୁଗୁଡା ବିଧାୟକ l ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ଶନିବାର ରାତି ପ୍ରାୟ ୮ ଟା ରେ କୁକୁରଜଙ୍ଘା ଗସ୍ତ କରି ମହାପ୍ରଭୁ ଙ୍କ ଦର୍ଶନ କରି ଝାରସୁଗୁଡା ବାସୀଙ୍କ ମଙ୍ଗଳ କାମନା କରିଛନ୍ତି l ଆଜି ବାହୁଡା଼ ଯାତ୍ରା ପାଇଁ କୁକୁରଜଙ୍ଘା ସମେତ ଆଖପାଖ ଅଂଚଳ ର ହଜାର ହଜାର ଶ୍ରଦ୍ଧାଳୁ ଏହି ରଥଯାତ୍ରା ରେ ସାମିଲ ହୋଇ ପ୍ରଭୁ ଙ୍କ ଦର୍ଶନ ଲାଭ କରିଥିଲେ |