ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଧର୍ମ, ଆସ୍ଥା ଓ ଭକ୍ତିର ଏକ ମହାନ ପର୍ବ। ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଓ ପବିତ୍ର ଜଳାଶୟରେ ସ୍ନାନ କରିବା ସହ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇଥାନ୍ତି।||CHARCHATV||
#CharchaTV #CharchaNews #OdishaCulture #KartikaPurnima #BoitaBandana #Pipili
Bhubaneswar M Corp, Khordha | Nov 24, 2026