କଣ୍ଟାବାଞ୍ଜି: ରାଜ୍ୟ ରାଜପଥରେ କାର ଦୁର୍ଘଟଣା: ବନ୍ଧକୁ ପଶିଲା କାର, ଦୁଇଜଣ ଉଦ୍ଧାର
ନୂଆପଡ଼ା-ବଲାଙ୍ଗିର ସୀମାନ୍ତ ଜାମଖୁଣ୍ଟା ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ। ବାଇକକୁ ଧକ୍କା ଦେଇ ବନ୍ଧ ପାଣିକୁ ପଶିଲା କାର୍। ଘଟଣାରେ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ମାଝିଙ୍କ ସମେତ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।