ଭିଡିଓ ଆସିଲାନି ଖାଲି ଅଡିଓ ଶୁଣିଲେ
ସ୍ଥାନ- ବୋଲଗଡ଼ ବ୍ଲକ ମାଣିବନ୍ଧ ପଞ୍ଚପଲ୍ଲୀ ହାଇସ୍କୁଲ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସିଧାପ୍ରସାରଣ ବେଳେ LED ଡିସପ୍ଲେ ଖରାପ ହେଇଗଲା।
ବିଡ଼ିଓ ନିଜେ ପଳାଇଗଲେ, ପିଲାଂକୁ ବି ଫେରାଇଦେଲେ।.. ଆଉ ସ୍କୁଲ୍ ହେଡ୍ ମାଷ୍ଟର, ପଞ୍ଚାୟତ ପିଇଓ, ସହକାରୀ ଶିକ୍ଷା ଅଧିକାରୀ ଉପସ୍ଥିତ ରହି ଚେୟାର ରେ ବସି ଅଡିଓ ଶୁଣୁଛନ୍ତି #Odisha