Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ସୁନ୍ଦରଗଡ ସହର: କୁଲଡା ଖଣିରେ ବାର୍ଷିକ ସୁରକ୍ଷା ପକ୍ଷ 2025-26 ଆରମ୍ଭ , ପ୍ରକଳ୍ପ ଅଧିକାରୀ ଏବଂ ସହକର୍ମୀଙ୍କ ଦ୍ଵାରା ରାଲି ଅନୁଷ୍ଠିତ

ଆଜି ଡିସେମ୍ବର 2 ତାରିଖ ମଙ୍ଗଳବାର ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମହାନଦୀ କୋଲ ଫିଲଡସ ଲିମିଟେଡ ବସୁନ୍ଧରା ତାର କୋଇଲା ଖଣି ବାର୍ଷିକ ସୁରକ୍ଷା ପକ୍ଷ ପାଳନ ଆରମ୍ଭ କରିଛି। ଏହି କ୍ରମରେ ଆଜି ଏମ୍ ସି ଏଲ ବସୁନ୍ଧରା କୁଲଡା କୋଇଲା ଖଣିରେ ବାର୍ଷିକ ସୁରକ୍ଷା ପକ୍ଷ - 2025-26 ଉତ୍ସବ ପାଳନ ଆରମ୍ଭ । ପ୍ରଥମ ଦିନରେ କୁଲଡା ଖଣି ପ୍ରକଳ୍ପ ଅଧିକାରୀଙ୍କ ସମେତ ବହୁ ସଂଖ୍ୟକ ଖାଦାନ କର୍ମଚାରୀ ମାନଙ୍କୁ ନେଇ ଏକ ସଚେତନତା ରାଲି ଶୋଭାଯାତ୍ରା ସାରା ଖଣି ଅଞ୍ଚଳ ବୁଲିଥିଲା। ସୁରକ୍ଷା ପକ୍ଷ ପାଳନର ପ୍ରାରମ୍ଭିକ କାର୍ଯ୍ୟକ୍ରମକୁ ପ୍ରକଳ୍ପ ଅଧିକାରୀ ସଶି ପ୍ରଶାଦ ପତାକା ଉତ୍ତୋଳନ କରି ଆରମ୍ଭ କରିଥି