Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

#ଆମ୍ବାଗୁଡା_ସିନ୍ଧିଗାଁରେ_ହତ୍ୟା ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡା ନିକଟ ସିନ୍ଧିଗାଁରେ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ ଜଣେ ଗୁରୁତର ଗୁରୁତରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଜୟପୁର ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। #KoraputNews #jaypore #koraputmedia

Boriguma, Koraput | Jul 16, 2026

MORE NEWS

#ହୁଣ୍ଡି_ଭାଙ୍ଗି_ଟଙ୍କା_ସୁନା_ଲୁଟି_ନେଲେ_ଦୁର୍ବୃତ୍ତ 
ବିଜାପୁର ଶିବ ମନ୍ଦିରରେ ଚୋରି, ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଚୋରି । ମନ୍ଦିର କମିଟି କହିବା ଅନୁଯାୟୀ ପାଖାପାଖି ୫ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ଏବଂ ସୁନା ରୁପା ରହିଥିଲା 
#koraput #borigumma #koraputmedia

#ହୁଣ୍ଡି_ଭାଙ୍ଗି_ଟଙ୍କା_ସୁନା_ଲୁଟି_ନେଲେ_ଦୁର୍ବୃତ୍ତ ବିଜାପୁର ଶିବ ମନ୍ଦିରରେ ଚୋରି, ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଚୋରି । ମନ୍ଦିର କମିଟି କହିବା ଅନୁଯାୟୀ ପାଖାପାଖି ୫ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ଏବଂ ସୁନା ରୁପା ରହିଥିଲା #koraput #borigumma #koraputmedia

Boriguma, Koraput | Aug 14, 2026

#ପୁଅ_ନାଁରେ_କେସ୍_ବାପାକୁ_ନେଲା_ପୋଲିସ
ପୁଅ ନାଁରେ ଅଭିଯୋଗ ବାପାକୁ ଉଠାଇ ନେଲା ଜୟପୁର ମହିଳା ପୋଲିସ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ 
#koraputmedia #jaypore #borigumma #police

#ପୁଅ_ନାଁରେ_କେସ୍_ବାପାକୁ_ନେଲା_ପୋଲିସ ପୁଅ ନାଁରେ ଅଭିଯୋଗ ବାପାକୁ ଉଠାଇ ନେଲା ଜୟପୁର ମହିଳା ପୋଲିସ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ #koraputmedia #jaypore #borigumma #police

Boriguma, Koraput | Aug 11, 2026

#ମିଥ୍ୟା_ବିଲ୍_ଲକ୍ଷ_ଲକ୍ଷ_ଟଙ୍କା_ଲୁଟ୍
ଶଶାହାଣ୍ଡି ପଞ୍ଚାୟତରେ ସରକାରୀ ଯୋଜନାରେ ମିଥ୍ୟା ବିଲ୍ ଏବଂ ଜାଲ୍ କାଗଜପତ୍ର ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ବଡ଼ ଧରଣର ଘୋଟାଲା, ଅର୍ଥ ହେରଫେର 
#KoraputNews #koraputmedia #borigumma

#ମିଥ୍ୟା_ବିଲ୍_ଲକ୍ଷ_ଲକ୍ଷ_ଟଙ୍କା_ଲୁଟ୍ ଶଶାହାଣ୍ଡି ପଞ୍ଚାୟତରେ ସରକାରୀ ଯୋଜନାରେ ମିଥ୍ୟା ବିଲ୍ ଏବଂ ଜାଲ୍ କାଗଜପତ୍ର ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ବଡ଼ ଧରଣର ଘୋଟାଲା, ଅର୍ଥ ହେରଫେର #KoraputNews #koraputmedia #borigumma

Boriguma, Koraput | Jul 29, 2026