Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଜଗନ୍ନାଥ କଳା ପରିଷଦ ପକ୍ଷରୁ ମହିଳା ଦିବସ ପାଳିତ, ପ୍ରତିକ୍ରିୟା ରଖିଲେ ମହିଳା ସମାଜସେବୀ

Raurkela M, Sundargarh | Mar 15, 2026
ରାଉରକେଲା ଜଗନ୍ନାଥ କଳା ପରିଷଦ ପକ୍ଷରୁ ମହିଳା ଦିବସ ସପ୍ତାହ ପାଳନ ଅବସରରେ ରବିବାର ଅପରାହ୍ନରେ ମହିଳା ଦିବସ ପାଳନ କରାଯାଇଛି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏନେଇ ପ୍ରତିକ୍ରିୟା ରଖିଛନ୍ତି ମହିଳା ସମାଜସେବୀ।