Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ରାଉରକେଲା ମ୍ୟୁନିସିପାଲଟି: କିନ୍ନରଙ୍କ ମାନବିକତା, ପାଇଥିବା ୨ ମୋବାଇଲ୍ କୁ ପ୍ଲାଣ୍ଟ ସାଇଟ୍ ଥାନା ଅଧିକାରୀଙ୍କୁ ଫେରାଇଲେ

Raurkela M, Sundargarh | Mar 14, 2026
ଜଣେ କିନ୍ନର ମାନବିକତା ଦେଖାଇଛନ୍ତି। ପାଇଥିବା ୨ ମୋବାଇଲ୍ ଫୋନ୍ କୁ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅଧିକାରୀଙ୍କୁ ଫେରାଇଲେ କିନ୍ନର। ଶନିବାର ସଂନ୍ଧ୍ଯାରେ ସେ ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।