Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ରାଉରକେଲା ମ୍ୟୁନିସିପାଲଟି: ଏଲ୍ ପି ଜି ସିଲିଣ୍ଡର୍ କଳାବଜାରୀ ରୋକିବାକୁ ବୀରମିତ୍ରପୁର ସମେତ ବିଭିନ୍ନ ସ୍ଥାନରେ ବିଭିନ୍ନ ସ୍ଥାନରେ ପୋଲିସ ର ଚଢ଼ାଉ

Raurkela M, Sundargarh | Mar 14, 2026
ସାରା ରାଜ୍ୟରେ ଏଲ୍ ପି ଜି ଗ୍ୟାସ୍ ପାଇଁ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢୁଥିବା ବେଳେ ପୋଲିସ୍ ପକ୍ଷରୁ ରନ୍ଧନ ଗ୍ୟାସ୍ ର କଳା ବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ ହୋଇ ଯାଇଛି। ସୁନ୍ଦରଗଡ଼ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଅପରାହ୍ନରେ ବିରମିତ୍ରପୁର ପୋଲିସ୍ ପକ୍ଷରୁ ବିଭିନ୍ନ ଗ୍ୟାସ୍ ଏଜେନ୍ସୀ ଗୋଦାମ , ଆଉଟଲେଟ୍ ରେ ଚଢ଼ାଉ କରାଯାଇ ଯାଞ୍ଚ ଚାଲିଛି। ବିରମିତ୍ରପୁର , କୁଆଁରମୁଣ୍ଡା ଆଦି ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି।