Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଆନନ୍ଦପୁର: ଆନନ୍ଦପୁର ବାଣିଜ୍ୟ ମହୋତ୍ସବର ଶେଷ ସନ୍ଧ୍ୟା, ଯୋଗଦେଲେ ସାଂସଦଙ୍କ ସମେତ ଅନେକ ବିଜେପି ନେତା

Anandapur, Kendujhar | Dec 22, 2025
ଆନନ୍ଦପୁର ବାଣିଜ୍ୟ ମହୋତ୍ସବ ର ଆଜି ହେଉଛି ଶେଷ ସନ୍ଧ୍ୟା, ଆଜିର ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଛି। ନାରାୟଣ ସାହୁଙ୍କ ସଭାପତିତ୍ୱରେ ସନ୍ଧ୍ୟା ୬ଟା ବେଳେଅନୁଷ୍ଠିତ ସଭାରେ  କେନ୍ଦୁଝର ସାଂସଦ ଅନନ୍ତ ନାୟକ, କେନ୍ଦୁଝର ପୌର ପାଳିକାର ଅଧ୍ୟକ୍ଷା ନିକୁ ସାହୁ, ବିଜେପି ନେତା ଆଲୋକ ସେଠୀ, ଶାମ୍ବୁନାଥ ରାଉତ, ବିଜେପି ରାଜ୍ୟ ସମ୍ପାଦିକା ମମତା ସିଂ,  ପ୍ରମୁଖ ଯୋଗଦେଇ ଏହା ଆନନ୍ଦପୁର ଉପଖଣ୍ଡବାସୀଙ୍କ ପାଇଁ ଭାଇଚାରା ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ।

MORE NEWS