#ଗ୍ରାଉଣ୍ଡ_ଜିରୋରେ_ବ୍ଲକ_ସଭାପତି
ଜଳବନ୍ଦୀ ଘେରରେ ଥିବା ଲୋକଙ୍କ ପାଖେ ପହଞ୍ଚିଲେ ବଡ଼ଚଣା ବ୍ଲକ କଂଗ୍ରେସ ସଭାପତି ଚିନ୍ମୟ ପ୍ରଧାନ, ରିଲିଫ ସାମଗ୍ରୀ ଦେବା ସହ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ପହଞ୍ଚାଇଲେ।
#GroundZero
#BlockCongress
#ChinmayaPradhan
#RahulGandhi
#AustinNews
#OdishaNews
Badachana, Jajpur | Aug 20, 2026