Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
बीजेपी
मुख्यमंत्री
Congress
Modi
Delhi
Viral
Crime
Jharkhand
Dm
Up
मध्यप्रदेश
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
www.kartavylive.com
ତୋମ ଚୁଡା ତୋମ ପାଖରେ ରଖ ଆମକୁ ସମାଧାନ ବାଟ ଦେଖାଉ : ସତ୍ୟସିବ ଦାସ
Kamarda, Balasore
| Aug 21, 2026
MORE NEWS
ଲୋକ ଙ୍କ ଦୁର୍ଦଶା ଏ ଅଂଚଳ ର ଗୁଟେ ପରମ୍ପରା ହେଇ ସାରିଛି
Kamarda, Balasore | Aug 21, 2026
ଜନସେବା, ନିଷ୍ଠା ଓ ପ୍ରତିବଦ୍ଧତାର ଅନ୍ୟନାମ—ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ! #swadhinlive #GautamBuddhaDas #BhogaraiMLA #JanaSeta #Bhogarai #OdishaPolitics #TrueLeader #PublicService #OdishaNews #LeaderOfTheMasses
Kamarda, Balasore | Aug 21, 2026
ନିଜେ ପାଣି ପି ଶୁଦ୍ଧତା ଯାଞ୍ଚ କଲେ ଭୋଗରାଇ ବିଡ଼ିଓ
Kamarda, Balasore | Aug 21, 2026
ଖାଲି ଶିକ୍ଷା ନୁହେଁ, ସେବା କରିବାରେ ମାହିର ଆମ ମଳୟ ସାର୍! 🙏✨ ବନ୍ୟା ବିପର୍ଯ୍ୟୟର ଏହି ଦୁଃସମୟରେ ଭୋଗରାଇବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି କମର୍ଦ୍ଦା କଲେଜ୍ ଛକ ସ୍ଥିତ 'ୟୁନିକ୍ ଗ୍ରୁପ୍ ଅଫ୍ ଏଜୁକେଶନ'ର ଉପଦେଷ୍ଟା ତଥା ଯୁବ ଶିକ୍ଷକ ମଳୟ କୁମାର ଶୂର। ଲଗାଣ ବର୍ଷା ଓ ସୁବର୍ଣ୍ଣରେଖା ନଦୀର ପ୍ରଖର ସ୍ରୋତ ଯୋଗୁଁ ଜଳବନ୍ଦୀ ହୋଇ ରହିଥିବା ନହରା ପଞ୍ଚାୟତର ବଡ଼ମନ୍ଦରୁଣୀ ଗ୍ରାମରେ ପାଖାପାଖି ୫୦୦ ବନ୍ୟା ପ୍ରପୀଡ଼ିତ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। : ପ୍ରତ୍ୟେକ ବନ୍ୟା ଓ ବାତ୍ୟା ସମୟରେ କୌଣସି ପରିସ୍ଥିତିକୁ ଖାତିର ନକରି ସାଧାରଣ ଲୋକଙ୍କ ପାଖରେ ଠିଆ ହୋଇଥାନ୍ତି ସେ। : ଏହି ମାନବିକ କାର୍ଯ୍ୟକ୍ରମରେ ୟୁନିକ୍ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଜ୍ୟୋତି ପ୍ରକାଶ ଭୂୟାଁ ଏବଂ ଛାତ୍ର ସତ୍ୟନାରାୟଣ ଦେ, ରାଧାକୃଷ୍ଣ ଅଧିକାରୀ, ସୁନୀଲ ବେହେରା, ମାନସ ମାଟି, ଅଭିଜିତ୍ ଜେନା ପ୍ରମୁଖ ସହଯୋଗ କରିଥିଲେ। ନିଃସ୍ୱାର୍ଥପର ସେବା ଓ ମହତ କର୍ମ ପାଇଁ ଆଜି ବିଭିନ୍ନ ମହଲରୁ ମଳୟ ସାର୍ଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଆପଣଙ୍କୁ ଆମର ଅନେକ ଅନେକ ସାଧୁବାଦ! 👏 #MalayaKumarShoor #UniqueGroupOfEducation #BhogaraiFloodRelief #YouthIcon #SocialService #OdishaHeroes
Kamarda, Balasore | Aug 21, 2026