ପୁରୀ: ପୁରୀ ଆଳିପଡା ଗୋବିନ୍ଦ ଗୋଧାମରେ ପାଳିତ ହେଲା ଗୋଷ୍ଟାଷ୍ଟମୀ
Puri, Puri | Nov 17, 2026
ପୁରୀର ଆଳିପଡା ସ୍ଥିତ ଗୋବିନ୍ଦ ଗୋଧାମରେ ପାରମ୍ପାରିକ ରୀତିରେ ପାଳିତ ହୋଇଛି ଗୋଷ୍ଟାଷ୍ଟମୀ। ୫୦୦ରୁ ଅଧିକ ଗୋମାତାଙ୍କ ପୂଜାର୍ଚ୍ଚନା ସହ ସାମୁହିକ ସଂକୀର୍ତ୍ତନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।