Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ଆନନ୍ଦପୁର: ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ଯୁକ୍ତ୩ ମହିଳା ମହାବିଦ୍ୟାଳୟରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Anandapur, Kendujhar | Dec 6, 2025
ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ଯୁକ୍ତ୩ ମହିଳା ମହାବିଦ୍ୟାଳୟ ପରିସରରେ ଆଜି ଦିନ ୨ଟା ପର୍ଯ୍ୟନ୍ତ ଏକ   ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।   ମହାବିଦ୍ୟାଳୟର ୟୁଥ ରେଡ଼କ୍ରସ, ସମ୍ବାଦ ଆମ ଓଡିଶା ଏବଂ ଏଚଡିଏଫସି ର ମିଳିତ ସହଯୋଗରେ  ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପ୍ରଶାନ୍ତ ପହିଙ୍କ ତତ୍ୱାବଧାନରେ  ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟ, ଅଧ୍ୟାପିକା ବେଦମତି ନାୟକ, ଏଚ.ଡ଼ି.ଏଫ.ସି ବ୍ୟାଙ୍କର ମ୍ୟାନେଜର ସଂଜୀବ ସାହୁ, ଶାଖା ପରିଚାଳକ ଉତ୍ତମ ଧଳ,  ସାମ୍ବାଦିକ ପାର୍ଥ ସୌରଭ ସା, ବିକାଶ ବିଶ୍ୱାଳ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

MORE NEWS

ଆନନ୍ଦପୁର: ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ଯୁକ୍ତ୩ ମହିଳା ମହାବିଦ୍ୟାଳୟରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ - Anandapur News