Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ରାଉରକେଲା ମ୍ୟୁନିସିପାଲଟି: ଲାୟନ୍ସ କ୍ଲବ ଅଫ ରାଉରକେଲା ପକ୍ଷରୁ ବେଦବ୍ୟାସ ଠାରେ ପାନୀୟ ଜଳ ସୁବିଧାର ଶୁଭାରମ୍ଭ, ପ୍ରତିକ୍ରିୟା ରଖିଲେ କର୍ମକର୍ତ୍ତା

Raurkela M, Sundargarh | Mar 15, 2026
ରାଉରକେଲା ଲାୟନ୍ସ କ୍ଲବ ପକ୍ଷରୁ ବେଦବ୍ୟାସ ଠାରେ ପାନୀୟ ଜଳର ସୁବିଧା ଉପଲବ୍ଧ କରାଯାଇଛି। ରଙ୍ଗିଲା ଛକ ଶିବ ମନ୍ଦିର ରେ ଶୀତଳ ପାନୀୟ ସୁବିଧାର ଶୁଭାରମ୍ଭ ହୋଇଛି। ରବିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କ୍ଲବ୍ ର କର୍ମକର୍ତ୍ତା।