Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ଆନନ୍ଦପୁର: ଡ଼ଅଁର ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ, ଫେରିଗଲେ ଛାତ୍ରଛାତ୍ରୀ

Anandapur, Kendujhar | Dec 5, 2025
ଡ଼ଅଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ପୂର୍ବରୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଧାରଣାରେ ବସିଥିଲେ। ସେତେବେଳେ ବ୍ଲକ ସହ ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ୭ ଦିନଭିତରେ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ ବି ଆଜି ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ନ ହେବାରୁ କିଛି ଅଭିଭାବକ ଆଜି ସକାଳ ୧୦ଟା ବେଳେ ସ୍କୁଲରେ ତାଲା ପକାଇ ଦେଇ ଥିଲେ। ଫଳରେ ଛାତ୍ରଛାତ୍ରୀ ମାନେ ସ୍କୁଲରୁ ଫେରିଆସିଥିବା ବେଳେ ଶିକ୍ଷକ ମାନେ ଫାଟକ ସମୁଖରେ ବସି ବସି ଫେରି ଥିବା ଜଣା ଯାଇଛି।

MORE NEWS