ପୁରୀ: ପିପିଲିରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ: ସାମାଜିକ ସୁରକ୍ଷାକୁ ପ୍ରାଥମିକତା ଦେଲେ ବିଧାୟକ
Puri, Puri | Nov 17, 2026
ପିପିଲି ବ୍ଲକ ରଥପୁରୁଷୋତ୍ତମପୁରରେ ଆୟୋଜିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ଆଶ୍ରିତ ପଟ୍ଟନାୟକ। ବରିଷ୍ଠ ନାଗରିକ, ବିଧବା ଓ ଦିବ୍ୟାଙ୍ଗଙ୍କୁ ପ୍ରଦାନ କଲେ ସାମାଜିକ ସୁରକ୍ଷା ଭତ୍ତା।