ଅନୁଗୋଳ: ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏଇ ବିଟ ପାଟ୍ରୋଲିଂକୁ ନେଇ ବୈଠକ ଅନୁଷ୍ଠିତ
Anugul, Angul | Dec 1, 2025 ଅନୁଗୋଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସୋମବାର ସନ୍ଧ୍ୟା ସାତଟା ବେଳେ ଇ ବିଟ୍ ପାଟ୍ରୋଲିଂ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାପାଳ, ଆଇଜି, ଅନୁଗୋଳ ଏସପିଙ୍କ ସହିତ ବହୁ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।