ଘସିପୁରା: ବ୍ରଜବନ୍ଧୁ ମହାବିଦ୍ୟାଳୟର ବିଜୟୀ ଛାତ୍ର ପ୍ରତିନିଧିମାନଙ୍କୁ ଭେଟିଲେ ସାଂସଦ ଅନନ୍ତ ନାୟକ
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରସ୍ଥିତ ବ୍ରଜବନ୍ଧୁ ମହାବିଦ୍ୟାଳୟର ବିଜୟୀ ଛାତ୍ର ପ୍ରତିନିଧିମାନେ ସାଂସଦ ଅନନ୍ତ ନାୟକଙ୍କୁ ସାକ୍ଷାତ କରିଛନ୍ତି। ସାଂସଦ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।