କଣିହାଁ: କଣିହାଁରେ ବିଜେପିର ପ୍ରସ୍ତୁତି ବୈଠକ: ୧୧ ତାରିଖରେ ହେବ ଗଣତନ୍ତ୍ର ବଞ୍ଚାଅ ଶୋଭାଯାତ୍ରା
Kaniha, Angul | Nov 9, 2026 କଣିହାଁ ମଣ୍ଡଳ ବିଜେପି ପକ୍ଷରୁ ଆସନ୍ତା ୧୧ ତାରିଖରେ ହେବାକୁ ଥିବା 'ଗଣତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ' ଶୋଭାଯାତ୍ରା ପାଇଁ ମଣ୍ଡଳ ଅଫିସରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।