ଫେବୃଆରୀ ୨୧ତାରିଖ ଶନିବାର ସକାଳ ପ୍ରାୟ ୭ ଟା ସମୟରେ ରାଉରକେଲାର ସିଭିଲଟାଉନସିପ ଅଞ୍ଚଳର ଏକ ଭଡା ଘରୁ ଭାଗିରଥି ସାହୁ ନାମକ ଜଣେ ମେଡିକାଲ ରିପ୍ରେଜେଣ୍ଡିଭଙ୍କ ମୃତ୍ୟୁ ହୋଇଥିବା ରଘୁନାଥପାଲି ପୋଲିସ ସୂତ୍ରରୁ ଜଣାପଡିଛି, ପ୍ରାଥମିକ ସୂଚନା ଅନୁସାରେ ମୃତକ ଭାଗିରଥି ସନ୍ଦେହଜନକ ଅବସ୍ଥାରେ ଘର ଭିତରେ ପଡ଼ିଥିବା ଦେଖାଯାଇଥଲା, ତାଙ୍କ ପାଟିରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା, ଯାହା ଫଳରେ ମୃତ୍ୟୁ ହତ୍ୟା କି ଦୁର୍ଘଟଣାଜନିତ ଘଟଣା ସେ ବିଷୟରେ ସନ୍ଦେହ ସୃଷ୍ଟି କରୁଚି, ମୃତ୍ୟୁର ସଠିକ କରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ପୋଲିସ ତଦନ୍ତ