ପୁରୀ: ମରିଚକୋଟ୍ ଛକରେ ଶ୍ରମିକଙ୍କୁ ବଟି ମାଗି ଆକ୍ରମଣ, ଅଭିଯୁକ୍ତ ଗିରଫ
Puri, Puri | Nov 10, 2026
ପୁରୀ ମରିଚକୋଟ୍ ଛକ ନିକଟରେ ଜଣେ ଶ୍ରମିକଙ୍କୁ ପାଞ୍ଚ ଶହ ଟଙ୍କା ବଟି ମାଗି ଆକ୍ରମଣ କରିଥିବା ଅଭିଯୁକ୍ତ ମନୋଜ ବେହେରାକୁ ଟାଉନ ଥାନା ପୋଲିସ ଗିରଫ କରିଛି। ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ଜଣକ ଶ୍ରମିକଙ୍କୁ ମାରପିଟ୍ କରିଥିଲା।