ଗୁଣୁପୁର: ସାବିତ୍ରୀ ବାଉରୀଙ୍କ ପରଲୋକ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପୌର ଉପାଧ୍ୟକ୍ଷ
ଗୁଣୁପୁର ବାଉରୀ ସାହି ଦୁର୍ଗା ପୂଜା କମିଟି ସଭାପତି ଗଣେଶ ବାଉରୀଙ୍କ ବଡ଼ମା ସାବିତ୍ରୀ ବାଉରୀଙ୍କ ଦେହାନ୍ତ ହୋଇଛି। ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ତାଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।