Public App Logo
Jansamasya
Rahulgandhi
Haryana
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews

ସମ୍ବଲପୁର ମ୍ୟୁନିସିପାଲଟି: ଆରପିଏଫ ଓ ଜିଆରପି ପକ୍ଷରୁ ସମ୍ବଲପୁର ରେଳ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ

Sambalpur M, Sambalpur | Apr 27, 2025
ରେଳ ମଣ୍ଡଳ ତରଫରୁ ରେଳ ଷ୍ଟେସନ ରେ ଆରପିଏଫ ଓ ଜିଆରପି ପକ୍ଷରୁ ଆଜି ସନ୍ଧ୍ୟା 6ଟା 15ରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହେଇଯାଇଛି l ଏହି ଅବସର ରେ ଷ୍ଟେସନ ରେ ଯାତ୍ରୀ ଯେପରି ଭୟଭିତ ନ ହେବେ l ଅପରାଧୀମାନଙ୍କ ମନ ରେ ଭୟ ସୃଷ୍ଟି କରିବା ଓ ଅପରାଧିକ କାର୍ଯ୍ୟକଳାପ କୁ ରୋକିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି l ଏ ନେଇ ଆଜି ସନ୍ଧ୍ୟା ରେଳ ମଣ୍ଡଳ ପିଆରଓ ରାତି 7ଟା ସୂଚନା ଦେଇଛନ୍ତି l

MORE NEWS