Public App Logo
Jansamasya
Bihar
���िहार
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim
Railway
Bsf
Fatehpur

ସମ୍ବଲପୁର ମ୍ୟୁନିସିପାଲଟି: ପବ୍ଲିକ ଲାଇବ୍ରେରୀ ଠାରେ ଅନ୍ୟା ସାହିତ୍ୟ ଅନୁଷ୍ଠାନ ସମ୍ବଲପୂର ଆୟୋଜିତ ସମ୍ପାଦନା ଏକ କଳା ଶୀର୍ଷକ ଆଲୋଚନାଚକ୍ର

Sambalpur M, Sambalpur | Apr 27, 2025
ଆଜି ସଂଧ୍ୟାରେ ସମ୍ବଲପୂର ପବ୍ଲିକ ଲାଇବ୍ରେରୀ ଠାରେ ଅନ୍ୟା ସାହିତ୍ୟ ଅନୁଷ୍ଠାନ ସମ୍ବଲପୂର ପକ୍ଷରୁ ସମ୍ପାଦନା ଏକ କଳା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଗୌରିଦାସଙ୍କ ସଂପାଦନୀୟ ଅଭିଯାତ୍ରାର ୨୫ ବର୍ଷରେ ଆଲୋଚନା ସଂପାନ ସଂପାବନା ଏକ କଳା ଆଲୋଚ୍ୟ ବିଷୟ ଉପରେ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।‌ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏନେଇ ଅନ୍ୟା ସାହିତ୍ୟ ଅନୁଷ୍ଠାନ ସମ୍ବଲପୂର ଡକ୍ଟର ଦ୍ୱାରିକା ନାଥ ନାୟକ ନିଜ ପ୍ରତିକ୍ରିୟା ରଖିଥିଲେ।

MORE NEWS