Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse

ବୌଦ୍ଧ ସଦର: ବୌଦ୍ଧ ବୁଦ୍ଧ ପାର୍କରେ ଗର୍ଜନ୍ ସେନା ପକ୍ଷରୁ ବୌଦ୍ଧ ଦିନ ପାଲିତ

ବୌଦ୍ଧ ଜିଲ୍ଲା ଗର୍ଜନ ସେନା ପକ୍ଷରୁ ବୌଦ୍ଧ ଦିନ ପାଲିତ l ଆଜି ଜିଲ୍ଲା ଗଠନର ୩୨ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ବୁଦ୍ଧ ପାର୍କ ରେ ଥିବା ଭଗବାନ୍ ବୁଦ୍ଧଙ୍କ ମନ୍ଦୀର ପରିସରରେ ବୌଦ୍ଧ ଦିନ ପାଲିତ ହୋଇଯାଇଛି l ଏହି ଅବସରରେ ଗର୍ଜନ ସେନା ର ପ୍ରତିଷ୍ଠାତା ବାଲ୍ମୀକି ମହାକୁଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଗୋଷ୍ଟିଶିକ୍ଷା ଅଧିକାରୀ ତଥା ଶିଶୁ ସାହତ୍ୟିକ ଶ୍ରୀଯୁକ୍ତ ଧ୍ରୁବ ଚରଣ ଘିବିଳା ଯୋଗ ଦେଇ ଭଗବାନ ବୁଦ୍ଧଙ୍କ ନିକଟରେ ଦୀପଜାଳି ଶୁଭ ଉଦଘାଟନ କରିଥିଲେ