ପାରଳାଖେମୁଣ୍ଡି: ଗଜପତି: ପାଣି ପାଇଁ ୧ କିଲୋମିଟର ପାହାଡ଼ ତଳକୁ ଯାଉଛନ୍ତି ଉପର ଖିଲିମୁଣ୍ଡା ଗ୍ରାମବାସୀ
ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଉପର ଖିଲିମୁଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା। ସୌରଚାଳିତ ପମ୍ପ ଅଚଳ ହେବାରୁ ପାଣି ପାଇଁ ୧ କିଲୋମିଟର ପାହାଡ଼ ତଳକୁ ଯାଉଛନ୍ତି ଗ୍ରାମବାସୀ। ସ୍ଥାୟୀ ସମାଧାନ ପାଇଁ ପ୍ରଶାସନକୁ ଦାବି ଜଣାଇଲେ ଗ୍ରାମବାସୀ।