Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ମାଲକାନଗିରି: ମାଲକାନଗିରି ଜିଲ୍ଲା ସିରାଗୁଡା ଗ୍ରାମ ନିକଟରେ ଦୁଇଟି କାର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା, ଜଣେ ଗୁରୁତର ଆହତ ଓ ୫ଜଣ ସାମନ୍ୟ ଆହତ

Malkangiri, Malkangiri | Sep 13, 2025
ମାଲକାନଗିରି ଜିଲ୍ଲା ର ସିରାଗୁଡା ଗ୍ରାମ ନିକଟ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ରେ ଦୁଇଟି କାର ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୋଟ ୬ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ପ୍ରଥମେ ମାଥିଲି ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

MORE NEWS

#ମାଲକାନଗିରି
ଦେଶରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଓ ପେପର ଲିକ୍ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛି ମାଲକାନଗିରି ଜିଲ୍ଲା କଂଗ୍ରେସ। ଆଜି ଜିଲ୍ଲା କଂଗ୍ରେସ ଭବନ ପରିସରରେ ଆୟୋଜିତ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ତୀବ୍ର ସମାଲୋଚନା କରାଯାଇଛି।

​#Malkangiri #MalkangiriNews #OdishaNews #CongressPressConference #PaperLeak #EducationMinister #MalkangiriCongress #GShrinivasRao #DailyMalkangiri #OdishaPolitics

#ମାଲକାନଗିରି ଦେଶରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଓ ପେପର ଲିକ୍ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛି ମାଲକାନଗିରି ଜିଲ୍ଲା କଂଗ୍ରେସ। ଆଜି ଜିଲ୍ଲା କଂଗ୍ରେସ ଭବନ ପରିସରରେ ଆୟୋଜିତ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ତୀବ୍ର ସମାଲୋଚନା କରାଯାଇଛି। ​#Malkangiri #MalkangiriNews #OdishaNews #CongressPressConference #PaperLeak #EducationMinister #MalkangiriCongress #GShrinivasRao #DailyMalkangiri #OdishaPolitics

Malkangiri, Malkangiri | Jun 27, 2026

ବିଭିନ୍ନ ଦାବିନେଇ ମାଲକାନଗିରି ଯୁବ ଏବଂ ଛାତ୍ର କଂଗ୍ରେସର ଆନ୍ଦୋଳନ ଚେତାବନୀ । 

#MalkangiriNews

ବିଭିନ୍ନ ଦାବିନେଇ ମାଲକାନଗିରି ଯୁବ ଏବଂ ଛାତ୍ର କଂଗ୍ରେସର ଆନ୍ଦୋଳନ ଚେତାବନୀ । #MalkangiriNews

Malkangiri, Malkangiri | Jun 27, 2026

ମାଲକାନଗିରି-ବାଲିମେଳା ରୋଡରେ ଦୁର୍ଘଟଣା: ରାସ୍ତା ମଝିକୁ ହଠାତ୍ ଗାଈ ଚାଲିଆସିବାରୁ ଓଲଟିଲା ଟାଟା କର୍ଭ ଗାଡ଼ି!

​#Malkangiri #Balimela #RoadAccident #TataCurvv #CarAccident #MalkangiriNews #DailyMalkangiri #OdishaNews #TrafficSafety

ମାଲକାନଗିରି-ବାଲିମେଳା ରୋଡରେ ଦୁର୍ଘଟଣା: ରାସ୍ତା ମଝିକୁ ହଠାତ୍ ଗାଈ ଚାଲିଆସିବାରୁ ଓଲଟିଲା ଟାଟା କର୍ଭ ଗାଡ଼ି! ​#Malkangiri #Balimela #RoadAccident #TataCurvv #CarAccident #MalkangiriNews #DailyMalkangiri #OdishaNews #TrafficSafety

Malkangiri, Malkangiri | Jun 27, 2026