ବ୍ରଜରାଜନଗର ମହୋତ୍ସବ-2026 ଆଜି ଆଡ଼ମ୍ବର ସହକାରେ ଉଦ୍ଘାଟିତ ହୋଇଛି। ସ୍ଥାନୀୟ କଳା ଓ ସଂସ୍କୃତିର ପ୍ରଚାର ପାଇଁ ଆୟୋଜିତ ଏହି ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକୃଷ୍ଟ କରିଛି।