ବେତନଟୀ: ବେତନଟୀ ଚଣ୍ଡୀଛକରେ ଭାଙ୍ଗିଲା ଦୂର୍ଗାପୂଜା ଗେଟ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବେତନଟୀ ଚଣ୍ଡୀଛକରେ ବର୍ଷା ପବନ ଯୋଗୁଁ ଦୂର୍ଗାପୂଜା ଗେଟ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ଘଟଣାରେ କାହାର ଜୀବନ ହାନି ହୋଇନଥିଲେ ବି ଅନେକ ଗାଡ଼ି ଭାଙ୍ଗିରୁଜି ନଷ୍ଟ ହୋଇଛି। ଯାତାୟାତ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରହିଛି।