Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ବେଆଇନ ମଦ କାରବାର ଓ ଅସାମାଜିକ ଆଡ୍ଡା ଉପରେ ବୌଦ୍ଧ ପୋଲିସର ବୁଲଡୋଜର! ​ଅପରାଧମୁକ୍ତ ସମାଜ ଗଠନ, ବେଆଇନ ନିଶା କାରବାର ଜବତ ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ବୌଦ୍ଧ ଜିଲ୍ଲା ପୋଲିସର 'ଜିରୋ ଟଲରାନ୍ସ' ଆଭିମୁଖ୍ୟ। ​ମନମୁଣ୍ଡା ଥାନା ଅନ୍ତର୍ଗତ ଡିଗି ମୁହାଣ ନିକଟରେ ଦୁଇଟି ବେଆଇନ ମଦ ଦୋକାନ ଉପରେ ଚାଲିଲା ପ୍ରଶାସନର ହାତୁଡ଼ି। ଏହି ଦୋକାନଗୁଡ଼ିକ ସରକାରୀ ଜମିକୁ ଜବରଦଖଲ କରି ଗଢ଼ିଉଠିଥିଲା, ଯେଉଁଠାରେ ପ୍ରତିଦିନ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିଲା ଏବଂ ସ୍ଥାନୀୟ ଅଞ୍ଚଳର ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲା ​ଆଜି ମନମୁଣ୍ଡା ଥାନା ପୋଲିସ ଏବଂ ରାଜସ୍ୱ ବିଭାଗର ଅଧିକାରୀଙ୍କ ମିଳିତ ଉପସ୍ଥିତିରେ, ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ଅନୁସାରେ ଏହି ବେଆଇନ ଭାବେ ମଦ ଦୋକାନ ନିର୍ମାଣକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଆଗକୁ ମଧ୍ୟ ବେଆଇନ କାର୍ଯ୍ୟକଳାପ ବିରୋଧରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ। ​#BoudhPolice #CrimeControl #ManamundaPS #ZeroTolerance #LawAndOrder #ActionAgainstCrime #OdishaPolice

MORE NEWS