ମା ବନ ଭଉରୀଙ୍କ ଭକ୍ତ ଓ ଭକ୍ତଙ୍କ ଦ୍ୱାରା ଗଠିତ ମା ବନ ଭଉରୀ ସେବା ଟ୍ରଷ୍ଟ ର ପୁଣି ଥରେ ପ୍ରତିଷ୍ଠାତା ସଭାପତି ନିତ୍ୟାନନ୍ଦ ସିଂହାଲ ସର୍ବସମ୍ମତ ଭାବେ ନିର୍ବାଚିତ ହୋଇଛନ୍ତି। ବ୍ରାହ୍ମଣୀ କ୍ଲବରେ ଅନୁଷ୍ଠିତ ଟ୍ରଷ୍ଟ ର ଜରୁରୀକାଳୀନ ବୈଠକରେ ନିଷ୍ପତି ନିଆଯାଇଛି ।ଶୁକ୍ରବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ନୂତନ ସଭାପତି।