ବିଦ୍ୟାଳୟ ଅଛି, ପିଲା ଅଛନ୍ତି… ହେଲେ ପାଠ ପଢ଼ାଇବାକୁ ଶିକ୍ଷକ ନାହାନ୍ତି! ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଡିଇଓ ଅଫିସ୍ରେ ଧାରଣା, କେବେ ଖୋଲିବ ଶିକ୍ଷା ବିଭାଗର ନିଦ? #AngulNews #OdishaNews #ManikajodiSchool #TeacherShortage #EducationCrisis #StudentsProtest #ParentsProtest #TeacherVacancy #SaveEducation #StudentsFuture #AnugolaOnline #BreakingNews